୭ଦିନରେ ଏମ୍ସରେ ଚିକିତ୍ସାଧୀନ ୧୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର : ଗତ ୭ ଦିନ ମଧ୍ୟରେ ଏମ୍ସରେ ସ୍ଥିତ କୋଭିଡ ଡାକ୍ତରଖାନାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବିଧିବଦ୍ଧ ସୂଚନା ମିଳି ନାହିଁ। ଦୁଇ ଦିନ ତଳେ ୫ ଜଣ ପ୍ରାଣ ହରାଇଥିବାବେଳେ ଗତକାଲି ୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ କିଛି କୋଭିଡ ଆକ୍ରାନ୍ତ ଥିଲେ, ଅନ୍ୟ କିଛି ରୋଗୀ ଅଣକୋଭିଡ ରୋଗର ଚିକିତ୍ସା ପାଇଁ ଆସି … Continue reading ୭ଦିନରେ ଏମ୍ସରେ ଚିକିତ୍ସାଧୀନ ୧୫ ଜଣଙ୍କ ମୃତ୍ୟୁ